ନର୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)


Contributors to Wikimedia projects

Article Images

Content deleted Content added

ଟିକେ

ଟିକେ

୨୦ କ ଧାଡ଼ି: ୨୦ କ ଧାଡ଼ି:

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନର୍ଲା ବ୍ଳକ, କର୍ଲାମୁଣ୍ଡା ବ୍ଳକ, ମଦନପୁର-ରାମପୁର ବ୍ଳକ ଓ କେସିଙ୍ଗା ବ୍ଳକର ୯ଟି ଗ୍ରାମ ପଞ୍ଚାୟତ (ବେଲଖଣ୍ଡି, ତୁଣ୍ଡଳା, ତୁର୍ଲାଖମନ୍, ସିର୍ଜାପାଲି, କନ୍ତେଶିର, କଶ୍ରୁପଡା, ପରଲସିଙ୍ଗା, ହାତୀଖୋଜ୍, ନୁନମାଠ ) ।<ref>[http://eci.nic.in/delim/Final_Publications/Orissa/orissa.pdf Assembly Constituencies and their Extent]</ref><ref>[http://eci.nic.in/delim/paper1to7/Orissa.xls Seats of Odisha]</ref>

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନର୍ଲା ବ୍ଳକ, କର୍ଲାମୁଣ୍ଡା ବ୍ଳକ, ମଦନପୁର-ରାମପୁର ବ୍ଳକ ଓ କେସିଙ୍ଗା ବ୍ଳକର ୯ଟି ଗ୍ରାମ ପଞ୍ଚାୟତ (ବେଲଖଣ୍ଡି, ତୁଣ୍ଡଳା, ତୁର୍ଲାଖମନ୍, ସିର୍ଜାପାଲି, କନ୍ତେଶିର, କଶ୍ରୁପଡା, ପରଲସିଙ୍ଗା, ହାତୀଖୋଜ୍, ନୁନମାଠ ) ।<ref>[http://eci.nic.in/delim/Final_Publications/Orissa/orissa.pdf Assembly Constituencies and their Extent]</ref><ref>[http://eci.nic.in/delim/paper1to7/Orissa.xls Seats of Odisha]</ref>



ଗତ ୨୦୧୪ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ଧନେଶ୍ୱର ମାଝୀ , [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକଙ୍କଠାରୁ ୧୫୭୬୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି ।<ref name=":0">https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>

ଗତ [[୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ]]ରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ [[ମନୋରମା ମହାନ୍ତି]] ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ [[ଭାରତୀୟ ଜାତୀୟ କଂଗ୍ରେସ]] ପାର୍ଥୀ [[ଭକ୍ତ ଚରଣ ଦାସ]]ଙ୍କଠାରୁ ୫,୨୦୫ ଖଣ୍ଡ ଭୋଟ ଅଧିକ ଭୋଟ ପାଇ [[୧୭ଶ ଓଡ଼ିଶା ବିଧାନ ସଭା]]କୁ ନିର୍ବାଚିତ ହୋଇଥିଲେ ।<ref>{{cite web |title=Assembly Constituency 81 - Narla (Odisha) |url=https://results.eci.gov.in/AcResultGenJune2024/candidateswise-S1881.htm |publisher=Election Commission of India |accessdate=16 June 2024}}</ref>



ଗତ ୨୦୦୯ ନିର୍ବାଚନରେ [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ଭୂପିନ୍ଦର ସିଂହ, [[ଭାରତୀୟ ଜନତା ପାର୍ଟି]] ପ୍ରାର୍ଥୀ ଶ୍ରୀକାନ୍ତ ହୋତାଙ୍କଠାରୁ ୨୭,୫୧୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।<ref>{{cite web |url=http://leadtech.in/infoelection/index.php/odisha/431-odisha-election-result-2009-votemargin.html |title=Orissa Election Result 2009 With Vote Margin |work=leadtech.in |quote=27512 |accessdate=28 May 2013 |archive-date=27 May 2013 |archive-url=https://web.archive.org/web/20130527163949/http://leadtech.in/infoelection/index.php/odisha/431-odisha-election-result-2009-votemargin.html |url-status=dead }}</ref>

୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଧନେଶ୍ୱର ମାଝୀ, [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକଙ୍କଠାରୁ ୧୫୭୬୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ ।<ref name=":0">https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>

୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭୂପିନ୍ଦର ସିଂହ, [[ଭାରତୀୟ ଜନତା ପାର୍ଟି]] ପ୍ରାର୍ଥୀ ଶ୍ରୀକାନ୍ତ ହୋତାଙ୍କଠାରୁ ୨୭,୫୧୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।<ref>{{cite web |url=http://leadtech.in/infoelection/index.php/odisha/431-odisha-election-result-2009-votemargin.html |title=Orissa Election Result 2009 With Vote Margin |work=leadtech.in |quote=27512 |accessdate=28 May 2013 |archive-date=27 May 2013 |archive-url=https://web.archive.org/web/20130527163949/http://leadtech.in/infoelection/index.php/odisha/431-odisha-election-result-2009-votemargin.html |url-status=dead }}</ref>


==ନିର୍ବାଚିତ ବିଧାୟକଗଣ==

୧୯୬୭ରୁ ୨୦୨୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: <ref>{{cite web |url= http://eci.nic.in/eci_main/electionanalysis/AE/S18/partycomp100.htm |title=State Elections 2004 - Partywise Comparision for 100-Narla Constituency of ORISSA |work=eci.nic.in |year=2006 |quote=List Of Winning Candidates |accessdate=28 May 2013}}</ref><ref>http://orissa.gov.in/e-magazine/orissaannualreference/ORA-2011/pdf/453-501.pdf</ref><ref name=":0" />


*୨୦୨୪: (୮୧): [[ମନୋରମା ମହାନ୍ତି]] (ବିଜୁ ଜନତା ଦଳ)

*୨୦୧୯: (୮୧): [[ଭୂପିନ୍ଦର ସିଂହ]] (ବିଜଦ)

*୨୦୧୪: (୮୧): [[ଧନେଶ୍ୱର ମାଝି]] (ବିଜଦ)

*୨୦୦୯: (୮୧): ଭୂପିନ୍ଦର ସିଂହ (କଂଗ୍ରେସ)

*୨୦୦୪: (୧୦୦): [[ବଳଭଦ୍ର ମାଝି]] (ବିଜଦ)

*୨୦୦୦: (୧୦୦): ବଳଭଦ୍ର ମାଝି (ବିଜଦ)

*୧୯୯୫: (୧୦୦): ବଳଭଦ୍ର ମାଝି (ଜନତା ଦଳ)

*୧୯୯୦: (୧୦୦): ବଳଭଦ୍ର ମାଝି (ଜନତା ଦଳ)

*୧୯୮୫: (୧୦୦): [[କୁମରମଣି ଶବର]] (କଂଗ୍ରେସ)

*୧୯୮୦: (୧୦୦): [[ତେଜରାଜ ମାଝି]] (କଂଗ୍ରେସ-ଇ)

*୧୯୭୭: (୧୦୦): ତେଜରାଜ ମାଝି (କଂଗ୍ରେସ)

*୧୯୭୪: (୧୦୦): ଧନେଶ୍ୱର ମାଝି (ସ୍ୱତନ୍ତ୍ର)

*୧୯୭୧: (୯୪): ଧନେଶ୍ୱର ମାଝି (ସ୍ୱତନ୍ତ୍ର)

*୧୯୬୭: (୯୪): [[ଅଞ୍ଚଳ ମାଝି]] (ସ୍ୱତନ୍ତ୍ର)



==୨୦୦୯ ନିର୍ବାଚନ ଫଳାଫଳ==

==୨୦୦୯ ନିର୍ବାଚନ ଫଳାଫଳ==

୧୩୨ କ ଧାଡ଼ି: ୧୫୨ କ ଧାଡ଼ି:

<nowiki>*</nowiki>: ମୋଟ ବୈଧ ଭୋଟର ଶତକଡ଼ା ଭାଗ

<nowiki>*</nowiki>: ମୋଟ ବୈଧ ଭୋଟର ଶତକଡ଼ା ଭାଗ



==ନିର୍ବାଚିତ ବିଧାୟକଗଣ==

୧୯୬୭ରୁ ୨୦୧୪ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: <ref>{{cite web |url= http://eci.nic.in/eci_main/electionanalysis/AE/S18/partycomp100.htm |title=State Elections 2004 - Partywise Comparision for 100-Narla Constituency of ORISSA |work=eci.nic.in |year=2006 |quote=List Of Winning Candidates |accessdate=28 May 2013}}</ref><ref>http://orissa.gov.in/e-magazine/orissaannualreference/ORA-2011/pdf/453-501.pdf</ref><ref name=":0" />


*୨୦୨୪: (୮୧): [[ମନୋରମା ମହାନ୍ତି]] (ବିଜେଡି)

*୨୦୧୯: (୮୧): [[ଭୂପିନ୍ଦର ସିଂହ]] (ବିଜେଡି)

*୨୦୧୪: (୮୧): [[ଧନେଶ୍ୱର ମାଝି]] (ବିଜୁ ଜନତା ଦଳ)

*୨୦୦୯: (୮୧): ଭୂପିନ୍ଦର ସିଂହ (କଂଗ୍ରେସ)

*୨୦୦୪: (୧୦୦): [[ବଳଭଦ୍ର ମାଝି]] (ବିଜଦ)

*୨୦୦୦: (୧୦୦): ବଳଭଦ୍ର ମାଝି (ବିଜଦ)

*୧୯୯୫: (୧୦୦): ବଳଭଦ୍ର ମାଝି (ଜନତା ଦଳ)

*୧୯୯୦: (୧୦୦): ବଳଭଦ୍ର ମାଝି (ଜନତା ଦଳ)

*୧୯୮୫: (୧୦୦): [[କୁମରମଣି ଶବର]] (କଂଗ୍ରେସ)

*୧୯୮୦: (୧୦୦): [[ତେଜରାଜ ମାଝି]] (କଂଗ୍ରେସ-ଇ)

*୧୯୭୭: (୧୦୦): ତେଜରାଜ ମାଝି (କଂଗ୍ରେସ)

*୧୯୭୪: (୧୦୦): ଧନେଶ୍ୱର ମାଝି (ସ୍ୱତନ୍ତ୍ର)

*୧୯୭୧: (୯୪): ଧନେଶ୍ୱର ମାଝି (ସ୍ୱତନ୍ତ୍ର)

*୧୯୬୭: (୯୪): [[ଅଞ୍ଚଳ ମାଝି]] (ସ୍ୱତନ୍ତ୍ର)



==ଆଧାର==

==ଆଧାର==


୧୨:୨୯, ୧୬ ଜୁନ ୨୦୨୪ ହୋଇଥିବା ରିଭିଜନ

ନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୬,୦୫୯
ଜିଲ୍ଲା: କଳାହାଣ୍ଡି
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଳାହାଣ୍ଡି
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ନର୍ଲା (କ୍ରମିକ ସଂଖ୍ୟା: ୮୧) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନର୍ଲା ବ୍ଳକ, କର୍ଲାମୁଣ୍ଡା ବ୍ଳକ, ମଦନପୁର-ରାମପୁର ବ୍ଳକ ଓ କେସିଙ୍ଗା ବ୍ଳକର ୯ଟି ଗ୍ରାମ ପଞ୍ଚାୟତ (ବେଲଖଣ୍ଡି, ତୁଣ୍ଡଳା, ତୁର୍ଲାଖମନ୍, ସିର୍ଜାପାଲି, କନ୍ତେଶିର, କଶ୍ରୁପଡା, ପରଲସିଙ୍ଗା, ହାତୀଖୋଜ୍, ନୁନମାଠ ) ।[][]

ଗତ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋରମା ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ଭକ୍ତ ଚରଣ ଦାସଙ୍କଠାରୁ ୫,୨୦୫ ଖଣ୍ଡ ଭୋଟ ଅଧିକ ଭୋଟ ପାଇ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଧନେଶ୍ୱର ମାଝୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକଙ୍କଠାରୁ ୧୫୭୬୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭୂପିନ୍ଦର ସିଂହ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଶ୍ରୀକାନ୍ତ ହୋତାଙ୍କଠାରୁ ୨୭,୫୧୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୧୯୬୭ରୁ ୨୦୨୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [][][]

  • ୨୦୨୪: (୮୧): ମନୋରମା ମହାନ୍ତି (ବିଜୁ ଜନତା ଦଳ)
  • ୨୦୧୯: (୮୧): ଭୂପିନ୍ଦର ସିଂହ (ବିଜଦ)
  • ୨୦୧୪: (୮୧): ଧନେଶ୍ୱର ମାଝି (ବିଜଦ)
  • ୨୦୦୯: (୮୧): ଭୂପିନ୍ଦର ସିଂହ (କଂଗ୍ରେସ)
  • ୨୦୦୪: (୧୦୦): ବଳଭଦ୍ର ମାଝି (ବିଜଦ)
  • ୨୦୦୦: (୧୦୦): ବଳଭଦ୍ର ମାଝି (ବିଜଦ)
  • ୧୯୯୫: (୧୦୦): ବଳଭଦ୍ର ମାଝି (ଜନତା ଦଳ)
  • ୧୯୯୦: (୧୦୦): ବଳଭଦ୍ର ମାଝି (ଜନତା ଦଳ)
  • ୧୯୮୫: (୧୦୦): କୁମରମଣି ଶବର (କଂଗ୍ରେସ)
  • ୧୯୮୦: (୧୦୦): ତେଜରାଜ ମାଝି (କଂଗ୍ରେସ-ଇ)
  • ୧୯୭୭: (୧୦୦): ତେଜରାଜ ମାଝି (କଂଗ୍ରେସ)
  • ୧୯୭୪: (୧୦୦): ଧନେଶ୍ୱର ମାଝି (ସ୍ୱତନ୍ତ୍ର)
  • ୧୯୭୧: (୯୪): ଧନେଶ୍ୱର ମାଝି (ସ୍ୱତନ୍ତ୍ର)
  • ୧୯୬୭: (୯୪): ଅଞ୍ଚଳ ମାଝି (ସ୍ୱତନ୍ତ୍ର)
୨୦୦୯ ବିଧାନ ସଭା ନିର୍ବାଚନ, ନର୍ଲା []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଭୂପିନ୍ଦର ସିଂହ ୪୯,୭୪୮ ୩୬.୩୨ -
ଭାଜପା ଶ୍ରୀକାନ୍ତ ହୋତା ୨୨,୨୩୬ ୧୬.୨୩ -
ସ୍ୱାଧୀନ ନୀଳମଣି ସାହୁ ୧୭,୦୪୪ ୧୨.୪୪ -
ରାକପା ଜାକିର ହୁସେନ ୧୬,୭୧୨ ୧୨.୨୦ -
ସ୍ୱାଧୀନ ସନ୍ତୋଷ କୁମାର ମୁଣ୍ଡ ୧୨,୧୯୯ ୮.୯୧ -
ବସପା କୈଳାଶ ଚନ୍ଦ୍ର ଜୈନ ୫,୧୪୧ ୩.୭୫ -
ସପା ଅଶୋକ କୁମାର ଚଣ୍ଡ ୩,୯୨୮ ୨.୮୭ -
ସମୃଦ୍ଧ ଓଡ଼ିଶା ସପନ କୁମାର ପଟ୍ଟନାୟକ ୩,୮୧୨ ୨.୭୮ -
ସ୍ୱାଧୀନ ଜଗଜୀବନ ବାରିକ ୨,୦୭୧ ୧.୫୧ -
ସିପିଆଇ(ମାଲେ) ଲିବରେସନ ଯୁଧିଷ୍ଟି ସା ୧,୬୧୫ ୧.୧୮ -
ସ୍ୱାଧୀନ ମୋହନ ଜାନୀ ୧,୪୪୧ ୧.୦୫ -
କଳିଙ୍ଗ ସେନା ସୁରେଶ ଚୌଧୁରୀ ୧,୦୩୮ ୦.୭୬ -
ଭୋଟ ବ୍ୟବଧାନ ୨୭,୫୧୨ ୨୦.୦୮* -
ମତଦାନ ହାର ୧,୩୭,୦୨୧ ୭୧.୧୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

  1. "Narla Assembly Election 2009, Orissa". empoweringindia.org. Retrieved 28 May 2013. Constituency: Narla (81) District : Kalahandi[permanent dead link]
  2. Assembly Constituencies and their Extent
  3. Seats of Odisha
  4. "Assembly Constituency 81 - Narla (Odisha)". Election Commission of India. Retrieved 16 June 2024.
  5. ୫.୦ ୫.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  6. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013. 27512
  7. "State Elections 2004 - Partywise Comparision for 100-Narla Constituency of ORISSA". eci.nic.in. 2006. Retrieved 28 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  9. http://eci.nic.in/eci_main/StatisticalReports/AE2009/stat_OR_April2009.pdf